Also Read
ପୁସ୍ତକର ବିବରଣୀ (Description of Book) :-
Particulars (ବିବରଣୀ) | Details (Size, Writer, Dialect, Pages) ଆକାର, ଲେଖକ, ଭାଷା, ମୋଟ ପୃଷ୍ଠା |
---|---|
ପୁସ୍ତକର ନାମ (Name of Book) | ଶ୍ରୀମାନ ତପସ୍ବୀଜୀ (Sriman Tapaswiji) |
ପୁସ୍ତକର ଲେଖକ କିମ୍ବା ପ୍ରକାଶକ (Name of Author Or Publisher) | ଶ୍ରୀ ଟି. ଏସ. ଅନନ୍ତମୂର୍ତ୍ତି; ଇଂ. ପ୍ରଫୁଲ୍ଲ ଚନ୍ଦ୍ର ରଥ; ଶ୍ରୀ ହରିହର ବଳିଆର ସିଂହ (Sri T. S Anantmurti; Prafulla Chandra Ratha; Shri Harihar Baliar Singh) |
ପୁସ୍ତକର ଉତ୍ସ (Source Of Book) | Archive.org |
ପୁସ୍ତକ ରେ ମୋଟ ପୃଷ୍ଠା (Total pages in Ebook) | 398 |
ପୁସ୍ତକର ଭାଷା (Language of Book) | ଓଡ଼ିଆ (Odia) |
ପୁସ୍ତକର ଆକାର (Size of Book) | 16~ MB |
ବିଷୟାନୁକ୍ରମିକା:
- ଜୀବନ କଥା ସଂକଳନ ସଂକ୍ରାନ୍ତ ପ୍ରାକ୍କଥନ
- ଜନ୍ମ, ପିତୃ-ପରିଚୟ ଓ ଆଦ୍ୟ ଜୀବନ କଥା
- ଶେଷ ମୋଗଲ ସମ୍ରାଟଙ୍କ ସଙ୍ଗେ ସାକ୍ଷାତ୍କାର
- କୃଷ୍ଣ ସିଂହଙ୍କ ସଂସାର ତ୍ୟାଗ ଓ ସନ୍ୟାସ କଥା
- ହରଦ୍ୱାରରେ ସାଧୁଙ୍କ ବାସ ଓ ସାଧନାରମ୍ଭ
- ସାଧୁଜୀଙ୍କର ଛଅ ବର୍ଷ ବ୍ୟାପି ତପଶ୍ଚର୍ଯ୍ୟା
- ଶ୍ରୀ କୃପାଳ ସିଂହଙ୍କ ପ୍ରତି ଶ୍ରୀ ବିଷ୍ଣୁ ଦାସଙ୍କ ଆନୁକୁଳ୍ୟ
- ବଦ୍ରୀନାଥଧାମ ଦର୍ଶନ
- କୃପାଳ ସିଂହଙ୍କ ସହ ଶ୍ରୀ ବିଷ୍ଣୁ ଦାସଙ୍କର କାଠମାଣ୍ଡୁ ଯାତ୍ରା
- ନେପାଳରୁ ପ୍ରସ୍ଥାନ, ପଥରେ ବ୍ୟାଘ୍ରାରୋହୀ ସାଧୁ-ଦର୍ଶନ
- କାୟାକଳ୍ପ ଚିକିତ୍ସା
- ବର୍ମାର ଇରାବତୀ ନଦୀ ତୀର ଦେଶରେ ପରିବ୍ରାଜନ
- ଯାତ୍ରା ପଥରେ ସାଧୁଙ୍କର ବୌଦ୍ଧମଠରେ ଅବସ୍ଥାନ
- ସାଧୁଜୀଙ୍କର ରେଙ୍ଗୁନରୁ ପ୍ରତ୍ୟାବର୍ତ୍ତନ
- ମାଣ୍ଡାଲେ ଠାରେ ବ୍ରିଟିସ୍ ପୋଲିସ ଦ୍ୱାରା ଗିରଫ ଓ ଜେଲବରଣ
- ବ୍ରହ୍ମପୁତ୍ର ନଦୀ ତଟସ୍ଥ ଏକ ଗୁହାରେ ତପସ୍ୟା ଆଚରଣ
- ଦାର୍ଜିଲିଂଗ ଅଭିମୁଖେ ଯାତ୍ରା
- ସାଧୁଜୀଙ୍କର ଶ୍ରୀ ରାମକୃଷ୍ଣ ପରମହଂସଙ୍କ ସହ ସାକ୍ଷାତ୍
- ମୋତିରାମ ନାମକ ନାଗ ସାପ ସହ ସାକ୍ଷାତ୍
- ସାଧୁଜୀଙ୍କୁ ଦର୍ଶନ କରିବାକୁ ଯାଇ ନାଗ ସାପର ମୃତ୍ୟ
- ଯାତ୍ରାକାଳରେ ଶ୍ଵାସ ତାଳେ ତାଳେ ପ୍ରଣବ ଜପ
- ନାନାସାହେବଙ୍କ ଉପରେ କୃପାବର୍ଷଣ
- ଯାତ୍ରା ପଥରେ ବରେଲୀ ଓ ମଥୁରା ଅତିକ୍ରମ
- ବରସାନା ଗ୍ରାମରେ ସାଧୁଜୀଙ୍କର ଶ୍ରୀରାଧାଙ୍କ ଦର୍ଶନ
- ଶୌନକ ତୀର୍ଥରେ ପଞ୍ଚଚାଳିଶ ଦିନ ତପଃ ଆଚରଣ
- ପଞ୍ଚାଗ୍ନି ଓ ଜଳଧାରା - ତପ ଆଚରଣ
- ବନାରସଠାରେ ଶ୍ରୀରାଧାଙ୍କ ମନ୍ଦିର ଦର୍ଶନ
- ସ୍ୱାମୀଜୀଙ୍କର ଦ୍ଵିତୀୟବାର କାୟକଳ୍ପ ଚିକିତ୍ସା
- ଅଶ୍ୱତ୍ଥମାଙ୍କ ସହିତ ସାକ୍ଷାତ୍
- ପରାଶର ମହର୍ଷିଙ୍କ ସହିତ ସାକ୍ଷାତ୍
- ସିଦ୍ଧକୁଣ୍ଡ ଠାରେ ସାଧୁଜୀଙ୍କର ଏକ ବର୍ଷ ତପସ୍ୟା
- ସେବକ ଲାଲଦାସ ଓ ହରିଦାସଙ୍କର ବିଦାୟ ଗ୍ରହଣ
- ନିଶ୍ଚିତ ଏକ ସଲିଳ ସମାଧିରୁ ପ୍ରାଣ ରକ୍ଷା
- ଚିକିତ୍ସା ପରେ ସଧୁଜୀଙ୍କର କୋଟବନ ଆଶ୍ରମରେ ଅବସ୍ଥାନ
- ମନାକାପୁରରେ ରାଜାଙ୍କୁ କଳ୍ପ ଚିକିତ୍ସା ପ୍ରଦାନ
- ବିଷ୍ଣୁଧାମରେ ମାକ୍ସଦପୁର ରାଜାଙ୍କୁ କଳ୍ପ-ଚିକିତ୍ସା ପ୍ରଦାନ
- କୃଷ୍ଣ ଦାସଙ୍କ ଆକସ୍ମିକ ମୃତ୍ୟୁ - ସାଧୁଜୀଙ୍କର ଅନ୍ନଜଳ ତ୍ୟାଗ
- ବାଙ୍ଗାଲୋର, ମହିଶୁର ଓ ରାମେଶ୍ୱର ଭ୍ରମଣ
- କୃଷ୍ଣଦାସଙ୍କ ମୃତ୍ୟୁରେ ଦୁଃଖାଭିଭୂତ ହୋଇପଡ଼ିବାର ହେତୁ
- ସାଧୁଜୀଙ୍କର ଏକ ଅଲୌକିକ କାର୍ଯ୍ୟ ସାଧନ
- ବିଷ୍ଣୁ ଆଶ୍ରମରେ ରୋଗୀ ରୋଗମୁକ୍ତ ହେବା
- ଜଣେ ସନ୍ୟାସୀଙ୍କ ପ୍ରତି ଅଯାଚିତ କୃପା
- ଅସାଧୁ ସନ୍ୟାସୀଙ୍କର ବିଷ୍ଣୁଧାମ ପାଁଇ ଲୋଭ
- ଶ୍ରୀ ଶିବାବାଳ ଯୋଗୀଙ୍କ ସହ ଘନିଷ୍ଟତା
- ସଧୂଜୀଙ୍କ ସହ ମହିଶୂର ରାଜ ପ୍ରମୁଖଙ୍କ ସାକ୍ଷାତ୍
- ସଧୁଜୀ ରୋଗାକ୍ରାନ୍ତ ଓ ତାଙ୍କ ଶରୀରରେ ଅସ୍ତ୍ରୋପଚାର
- ସଧୁଜୀଙ୍କର ଦୀର୍ଘ ଜୀବନର ଅବସାନ ଘଟିବା ସୂଚନା
- ଗୀତା ପ୍ରଦର୍ଶିତ ମାର୍ଗରେ ସଧୁଜୀଙ୍କର ମହାସମାଧି ଲାଭ
- ଶ୍ରୀମାନ ତପଶ୍ଵୀଜୀଙ୍କ ଦାର୍ଶନିକ ମତବାଦ
[Download]
❤️❤️ Donate Us
Wrapping Up🔥
Thanks For Visiting Odiabook.co.in – The best platform for Free Odia Books, Odia PDFs & Premium Books. So Keep Downloading & Keep Reading 🙇🏻♂️.
Tags: Sriman Tapaswiji books by Odiabook.co.in, Sriman Tapaswiji Odia Book Pdf, Odia Book Sriman Tapaswiji Pdf Download, Odia Book Free Sriman Tapaswiji, Sriman Tapaswiji Odia Book Pdf, Sriman Tapaswiji Odia Book Pdf Free Download, Sriman Tapaswiji Odia E-book Pdf, Sriman Tapaswiji Odia Ebook Pdf Free, Sriman Tapaswiji Odia Books Pdf Free Download
🎟️ [ଆମ ସହ ଯୋଡି ହୁଅନ୍ତୁ]🎟️ | ||
---|---|---|
ଲାଇକ କରନ୍ତୁ। | ||
ଫୋଲୋ କରନ୍ତୁ। | ||
Telegram | ଚ୍ୟାନେଲ Join କରନ୍ତୁ। | |
ଫୋଲୋ କରନ୍ତୁ। | ||
YouTube ଚ୍ୟାନେଲ | Video ଦେଖନ୍ତୁ। |
ଏଠାରେ ଉପଲବ୍ଧ ପୁସ୍ତକକୁ ଆପଣଙ୍କ ମିତ୍ର ଓ ଭାଇ-ଭଉଣୀ ସେଆର କରନ୍ତୁ। ଆପଣ ମଧ୍ୟ ଏହି ପୃଷ୍ଠାକୁ ବ୍ରାଉଜର ରେ ବୁକମାର୍କ କରନ୍ତୁ।
ବିଶେଷ ଦ୍ରଷ୍ଟବ୍ୟ: ଏଠାରେ ଉପଲବ୍ଧ ପୁସ୍ତକ ଆମ Website ର ନିଜ ସମ୍ପତ୍ତି ନୁହେଁ । ଏହାକୁ କେବଳ ପାଠକ ବନ୍ଧୁ ମାନଙ୍କ ନିମନ୍ତେ ଉଦ୍ଧାର କରାଯାଇ ଶିକ୍ଷା ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏଠାରେ ରହି ଥିବା ପୁସ୍ତକ ସାଧାରଣ (Public domain) ରେ ଉପଲବ୍ଧ। Website ର କୌଣସି ସଦସ୍ୟ ଏହାକୁ ନିଜ ବୋଲି ଦାବି କରି ପାରିବେନାହିଁ ।
(Report this in comment if you are facing any issue in downloading. / ଦୟାକରି କମେଣ୍ଟ ମାଧ୍ୟମରେ ଆମକୁ ପୁସ୍ତକ ଡାଉନଲୋଡ ନ ହେବା ସ୍ଥିତିରେ ଅବଗତ କରନ୍ତୁ।)
କପିରାଇଟ ସମ୍ବନ୍ଧିତ ସୂଚନା: ଏହି ସାଇଟ ରେ ଉପଲବ୍ଧ ସମସ୍ତ ପୁସ୍ତକ Open Source ମାଧ୍ୟମରୁ ଅଣା ଯାଇଛି। ପ୍ରତ୍ୟେକ ପୁସ୍ତକ ସାଥିରେ "Source Of Book" ନାମକ ତଥ୍ୟ ଦିଆଯାଇଛି, ଯେଉଁଥିରୁ ଆପଣ ସେହି ପୁସ୍ତକର ମୂଳସ୍ରୋତ ବିଷୟରେ ସୂଚନା ପ୍ରାପ୍ତ କରିପାରିବେ। ତଥାପି ଆପଣଙ୍କ କୌଣସି ପୁସ୍ତକ ତ୍ରୁଟି ବଶତଃ ଏହି ସାଇଟ ରେ ଉପଲବ୍ଧ ଥିଲେ ଆମକୁ ଜଣାନ୍ତୁ।
ଅନ୍ୟ ସୂଚନା: ଯଦି ଆପଣ ଆପଣଙ୍କର ଇ-ପୁସ୍ତକ ଗୁଡ଼ିକୁ ଏହି ସାଇଟରେ ଉପଲବ୍ଧ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କ ପୁସ୍ତକକୁ ଏହି ଠିକଣାରେ କ୍ଲିକ କରି ପଠାଇପାରିବେ। ଯଦି ଆପଣଙ୍କ ପୁସ୍ତକ ଆମର ନିର୍ଦ୍ଦେଶାବଳୀକୁ ପାଳନ କରେ, ତେବେ ଆମେ ନିଶ୍ଚିତ ଭାବରେ ଆପଣଙ୍କ ପୁସ୍ତକକୁ ଏହି ୱେବସାଇଟରେ ପ୍ରକାଶ କରିବୁ।
Post a Comment